MBCTV brings the Latest News & Top Breaking headlines on Politics and Current Affairs in India & around the State, Nation, Current Affairs, Politics, Technology, Entertainment, World, Sports, Business, Movies & opinions from leading columnists.

Facebook  TwitterYoutube  

  • Home
  • Live TV
  • Odisha
  • World
  • Business
  • Sports
  • Showbiz
  • gallery
  • About Us
Breaking News :
ବିଧାନସଭାରରେ କଂଗ୍ରେସ ଓ ବିଜେପି ବିଧାୟକଙ୍କ ହଟ୍ଟଗୋଳ, ତୈଳ ଦରବୃଦ୍ଧି ନେଇ ଗୃହରେ କଂଗ୍ରେସ ବିଧାୟକଙ୍କ ହଟଗୋଳ
ରାଜ୍ୟରେ ଟଙ୍କା ଅଭାବକୁ ନେଇ ୨ ଘଣ୍ଟିଆ ବିଜେଡିର ଧାରଣା, ସବୁ ଏଟିଏମ୍ ଏବଂ ଭୁବନେଶ୍ୱର ଆରବିଆଇ ଆଗରେ ଶାନ୍ତିପୂର୍ଣ୍ଣ ଧାରଣା
ଆଜି ଦିଲ୍ଲୀରୁ ଫେରିବ ପିସିସିର ଟିମ୍ସ, ଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଫେରିବ ନୂଆ ଟିମ୍..ରାଜ୍ୟ କଂଗ୍ରେସରେ ସ୍ୱାଗତ ପାଇଁ ବ୍ୟାପକ ପ୍ରସ୍ତତି
ମାଲାକାନଗିରି ସୀମାନ୍ତରେ ପୁଣି ମାଓ ତାଣ୍ଡବ , ଛତିଶଗଡ ସୁକୁମା କୃଷ୍ଣରାମ ଜଙ୍ଗଲରେ ମାଓବାଦୀଙ୍କ ଆକ୍ରମଣରେ ଜଣେ ଯବାନ ସହିଦ୍
ଆଜି ବସୁଛି କେନ୍ଦ୍ର କ୍ୟାବିନେଟ୍ ବୈଠକ , ନାବାଳିକାଙ୍କୁ ଦୁଷ୍କର୍ମ ନେଇ ମୋଦି ସରକାର ଆଣିପାରନ୍ତି ଆଧ୍ୟାଦେଶ
MBCTv Bureau

MBCTv Bureau

ରାଜ୍ୟରେ ଟଙ୍କା ଅଭାବକୁ ନେଇ ୨ ଘଣ୍ଟିଆ ଧାରଣା ଦେଇଛି ବିଜେଡି
21
April

ରାଜ୍ୟରେ ଟଙ୍କା ଅଭାବକୁ ନେଇ ୨ ଘଣ୍ଟିଆ ଧାରଣା ଦେଇଛି ବିଜେଡି

Published in Odisha
Be the first to comment!

ରାଜ୍ୟରେ ଟଙ୍କା ଅଭାବକୁ ନେଇ ୨ ଘଣ୍ଟିଆ ଧାରଣା ଦେଇଛି ବିଜେଡି । ଆଜି ପୂର୍ବାହ୍ନ ୧୦ଟାରୁ ୧୨ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ଜିଲ୍ଲା, ସବଡିଭିଜନ ଓ ବ୍ଲକରେ ଥିବା ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କ ଆଗରେ ଦଳ ପକ୍ଷରୁ ଧାରଣା ଦିଆଯାଇଛି ।  କେନ୍ଦ୍ର ସରକାର ଅଘୋଷିତ ଜରୁରୀ କାଳୀନ ଆର୍ଥିକ ପରିସ୍ଥିତି ସୃଷ୍ଟି କରିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଏ ଅବସରରେ ରାଜଧାନୀର ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ ସମେତ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମ୍ମୁଖରେ ଦଳ ପକ୍ଷରୁ ଧାରଣା ଦିଆଯାଇଛି । ସେପଟେ ବିଜେଡିର ଏହି ଆନ୍ଦୋଳକୁ ସମାଲୋଚନା କରିଛି ବିଜେପି । ବିଜେଡିର ଏହି ଧାରଣାକୁ କାଉଣ୍ଟର କରି ବିଜେପି ରାଜ୍ୟରେ ୧୧୩ଟି ପୌର ପରିଷଦ ଆଗରେ ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ ଲଟକା ଜାରୀ କରିବାକୁ ଯୋଜନା କରିଛି ।

Read full article
ଗୃହ କାର୍ଯ୍ୟ ଆରମ୍ଭରୁ ଅଚଳ
21
April

ଗୃହ କାର୍ଯ୍ୟ ଆରମ୍ଭରୁ ଅଚଳ

Published in Odisha
Be the first to comment!

ଗୃହ କାର୍ଯ୍ୟ ଆରମ୍ଭରୁ ଅଚଳ । ତୈଳ ଦର ବୃଦ୍ଧି ନେଇ ଆଜି କଂଗ୍ରେସ ସଦସ୍ୟମାନେ ବିଧାନସଭା ଆରମ୍ଭରୁ ହଟ୍ଟଗୋଳ ଆରମ୍ଭ କରିଥିଲେ । ଗତ ୪ ବର୍ଷ ମଧ୍ୟରେ ତୈଳ ଦର ସର୍ବାଧିକ ହୋଇଥିବାରୁ କଂଗ୍ରେସ ସଦସ୍ୟମାନେ ବିଧାନସଭାରେ ପ୍ରବଳ ପାଟିତୁଣ୍ଡ କରିଥିଲେ । ସେପଟେ ନୟାଗଡ ଜିଲ୍ଲା ଦଶପଲ୍ଲା ହାଜତ ମୃତ୍ୟୁ ଘଟଣାକୁ ନେଇ ବିଜେପି ସଭ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇ ହୋହଲ୍ଲା କରିଥିଲେ । ଫଳରେ ବାଚସ୍ପତି ବାଧ୍ୟ ହୋଇ ସାଢେ ଏଗାରଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ । 

Read full article
୫ଟି ପରିବାରର ୧୫ ବଖରା ଘର ଭସ୍ମୀଭୂତ
20
April

୫ଟି ପରିବାରର ୧୫ ବଖରା ଘର ଭସ୍ମୀଭୂତ

Published in Odisha
Be the first to comment!

ଗଞ୍ଜାମ: ଧରାକୋଟ

Read full article
କାଳବୈଶାଖୀ ସମ୍ଭାବନା
20
April

କାଳବୈଶାଖୀ ସମ୍ଭାବନା

Published in Odisha
Be the first to comment!

ଆଗାମୀ 24 ଘଣ୍ଟା

Read full article
  • Prev
  • 1
  • 2
  • 3
  • 4
  • 5
  • 6
  • 7
  • 8
  • 9
  • 10
  • Next
  • End
  • About Us
  • Map
  • Downlink Info
  • Write To Us
  • Contact Our Team
  • TV Schedule
CSS Valid | XHTML Valid | Top | + | - | reset | RTL | LTR
Copyright © MBCTV 2018 All rights reserved. Custom Design by Youjoomla.com
YJSimpleGrid Joomla! Templates Framework official website
Sports
  • Home
  • Live TV
  • Odisha
  • Nation
  • World
  • Business
  • Sports
  • Showbiz
  • Blogs
  • News Desk
  • Views Tonight
  • News Gallery
  • Opinion Poll
  • Map
  • TV Schedule
  • Back To Top