ଶ୍ରୀମନ୍ଦିର ଭିତରେ ଗରମ ଡାଲି ପଡି ବୋଝିଆ ଆହତ

A man injured In Shrimandir In Puri

ଶ୍ରୀମନ୍ଦିର ଭିତରେ ପୁଣି ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଗରମ ଡାଲି ପଡି ଆହତ ହୋଇଛନ୍ତି ଜଣେ ବୋଝିଆ ।ଶ୍ରୀମନ୍ଦିର ପ୍ରଶାସନ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବୋଝ ବୋହୁଥିବା ବେଳେ ଭୋଗ ମଣ୍ଡପ ନିକଟରେ ସେ ପଡ଼ିଯାଇଥିଲେ । ଆହତ ବୋଝିଆ ହେଉଛନ୍ତି ବାଲିକେରା ଗ୍ରାମର ବିନାୟକ ମହାପାତ୍ର ।‌

Leave a Reply

Your email address will not be published.