ପ୍ରେସମିଟ୍‌ରେ ମ୍ୟାଚକୁ ନେଇ ଏମିତି କହିଲେ ଭୁବନେଶ୍ୱର କୁମାର...

Bhuvneshwar Kumar addressed a press conference at the Barabati Stadium

ବାରବାଟୀରେ ପ୍ରାକ୍ଟିସ ପୂର୍ବରୁ ଭୁବନେଶ୍ୱର କୁମାରଙ୍କ ପ୍ରେସମିଟ୍‌, ଭଲ ବୋଲିଂ କରି ସିରିଜକୁ ଫେରିବୁ | ବାରବାଟୀରେ ପ୍ରାକ୍ଟିସ ପୂର୍ବରୁ ଭୁବନେଶ୍ୱର କୁମାରଙ୍କ ପ୍ରେସମିଟ । ପ୍ରଥମ ମ୍ୟାଚରେ ବୋଲିଂ ଭଲ ନ ହେବାରୁ ହାରିଥିଲୁ । କଟକ ମ୍ୟାଚରେ ଭଲ ବୋଲିଂ କରି ପ୍ରତ୍ୟାବର୍ତ୍ତନ କରିବୁ । ଯେଉଁମାନେ ଆଇପିଏଲରେ ଭଲ ଖେଳିଥିଲେ ସେମାନେ ଦଳରେ ଅଛନ୍ତି । ସେହିପରି ସିନିୟର ବୋଲର ନାହାନ୍ତି । ନୂଆଙ୍କୁ ଇମ୍ପୁଭ କରିବାକୁ ହେବ । ବୋଲିଂ ଠିକ ନହେଲେ କ୍ୟାପଟେନ କଣ କରିବେ ବୋଲି ଭୁବନେଶ୍ୱର କୁମାର କହିଛନ୍ତି । ଇମ୍ରାନ ମଲିକ ଖେଳିବା ନିଷ୍ପତ୍ତି କୋଚ ନେବେ ।

Leave a Reply

Your email address will not be published.