ଅବସରପ୍ରାପ୍ତ ଓଡ଼ିଆ ସେନା ଅଧିକାରୀ ମେଜର ଜେନେରାଲ ବି.କେ. ମହାପାତ୍ର ଟ୍ୟାଙ୍କ ମ୍ୟାନ ଭାବେ ପରିଚିତ |ମେଜର ଜେନେରାଲ ବି.କେ. ମହାପାତ୍ର ୧୯୩୪ ଜାନୁଆରୀ ୧୬ରେ ଜନ୍ମ ଗ୍ରହଣ କରିଥିଲେ |ମେଜର ଜେନେରାଲ ବି.କେ. ମହାପାତ୍ର ହେଉଛନ୍ତି ଓଡ଼ିଶାର ପ୍ରଥମ ଜେନେରାଲ ଅଫିସର। ଅବସରପ୍ରାପ୍ତ ଓଡ଼ିଆ ସେନା ଅଧିକାରୀ ମେଜର ଜେନେରାଲ ବି.କେ. ମହାପାତ୍ରଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ଭୁବନେଶ୍ୱର ସ୍ଥିତ ଘରେ ତାଙ୍କର ହୃଦଘାତରେ ବିୟୋଗ ହୋଇଯାଇଛି।

1 thought on “ପରଲୋକ ରେ ଟ୍ୟାଙ୍କ ମ୍ୟାନ୍‌

Leave a Reply

Your email address will not be published.