ଆର୍ଥିକ ସଂକଟ ଯୋଗୁଁ ଶ୍ରୀଲଙ୍କାରେ ଦେହ ବ୍ୟବସାୟ କରିବାକୁ ବାଧ୍ୟ ହେଉଛନ୍ତି ମହିଳା

Due to economic crisis, women in Sri Lanka are forced to engage in prostitution

Oluvil, Sri Lanka, 10-01-2005 Mothers and their children standing in line for an MSF organised distribution of supplies. MSF has more than 50 aid workers, including doctors, surgeons, nurses, and logisticians on the ground in Sri Lanka. They are trying to coordinate their efforts with the already strong response from local authorities and communities. Charter planes with more than 200 tons of aid supplies have arrived in the capital Colombo. In addition to relief materials, the cargo contains the equipment and supplies to set up hospitals to care for 40,000 people for a period of three months. MSF is supporting a network of 13 mobile clinics attending to the displaced and affected populations on Sri Lanka's east coast in Kalmunai South, Kalmunai North, Saintharmaruthu, Karaitivu, Ninthavur, Alayadiyempu, Thirakkovil, and Portuvvil. Each clinic is providing an average of 150 medical consultations per day. MSF is also supporting the epidemiological surveillance system to ensure a rapid response to any disease outbreaks. MSF has set up field hospitals in Sainthamaruthu and Maruthamunal. MSF plans to establish outpatient clinics in Tirukovil and Karativu. MSF teams have distributed shelter materials like tents, mosquito nets, water-purification tablets, and jerry cans to 1,200 families. The teams plan to provide these materials to an additional 8,000 families living in 125 settlements in and around Ampara. An MSF team found 2,000 displaced people in Portuvvil and Tirrukkovil who have not received any assistance yet, and will distribute shelter materials to them.

ଶ୍ରୀଲଙ୍କାରେ ରାଷ୍ଟ୍ରପତି ବଦଳିଛନ୍ତି ସତ କିନ୍ତୁ ଆର୍ଥିକ ସଂକଟ ଏବେ ବି ଭୟଙ୍କର ରହିଛି । ଲୋକେ ଖାଦ୍ୟ ପାଇଁ ଡହଳବିକଳ ହେଉଛନ୍ତି । ଲୋକଙ୍କୁ ଦୁଇ ଓଲି ଖାଇବାକୁ ମିଳିପାରୁ ନାହିଁ । ଏପରିକି ଲୋକେ କିଛି ଭୁଲ କାମରେ ମଧ୍ୟ ଲିପ୍ତ ହେବାରେ ଲାଗିଛନ୍ତି । ସ୍ଥିତି ଏପରି ହୋଇଛି ଯେ ମହିଳାମାନେ ଦେହ ବ୍ୟବସାୟ କରିବାକୁ ବାଧ୍ୟ ହେଉଛନ୍ତି । ଦେଶରେ ବୟନ ଉଦ୍ୟୋଗରେ କାମ କରୁଥିବା ମହିଳମାନେ ନିଜର ରୋଜଗାର ହରାଇବା ପରେ ଦେହ ବ୍ୟବସାୟ ପାଇଁ ବାଧ୍ୟ ହେଉଛନ୍ତି । ଏହି ବିଶମ ସ୍ଥିତିରେ ସାରା ଦେଶରେ ଅସ୍ଥାୟୀ ବେଶ୍ୟାଳୟ ଖୋଲାଯାଉଥିବା ଦେଖିବାକୁ ମିଳୁଛି ।

ଗତ କିଛି ମାସରେ ଦେହ ବ୍ୟବସାୟରେ ୩୦ ପ୍ରତିଶତ ବୃଦ୍ଧି ହୋଇଛି । ନିଜର ଆଜୀବିକା ପାଇଁ ଏହି କାମ କରିବାକୁ ସେମାନେ ବାଧ୍ୟ ହେଉଛନ୍ତି । କିଛି ଲୋକଙ୍କ କହିବା କଥା, ଏହି ମହିଳାଙ୍କ ପରିବାରଗୁଡିକୁ ଦିନକୁ ତିନି ଥର ଭୋଜନ ଉପଲବ୍ଧ କରାଇବାର ଏହା ଏକ ମାତ୍ର ମାଧ୍ୟମ ରହିଛି ।

1 thought on “ଆର୍ଥିକ ସଂକଟ ଯୋଗୁଁ ଶ୍ରୀଲଙ୍କାରେ ଦେହ ବ୍ୟବସାୟ କରିବାକୁ ବାଧ୍ୟ ହେଉଛନ୍ତି ମହିଳା

Leave a Reply

Your email address will not be published.