ଆଜି ଭାଲେଣ୍ଟାଇନ୍ ଡେ : ବାଲୁକା କଳାରେ ଭାଲେଣ୍ଟାଇନ୍ ଡେ’ ଶୁଭେଚ୍ଛା

happy valentines day

happy valentines day

ଆଜି ଭାଲେଣ୍ଟାଇନ ଡେ’ ବା ପ୍ରେମ ଦିବସ । ଗୋଲାପ, ପ୍ରସ୍ତାବ, ଚକୋଲେଟ୍, ଟେଡି ଭାଲୁ, ପ୍ରତିଜ୍ଞା, ଆଲିଙ୍ଗନ, ଏବଂ ଚୁମ୍ବନ ସହିତ ସପ୍ତାହବ୍ୟାପୀ ଗଣନା ପରେ, ଆସେ ଭାଲେଣ୍ଟାଇନ୍ସ ଡେ! ପ୍ରେମୀଯୁଗଳଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ । ଏହା ପ୍ରତିବର୍ଷ 14 ଫେବୃଆରୀରେ ପାଳନ କରାଯାଏ । ଭାଲେଣ୍ଟାଇନ୍ସ ଡେ ଦିନ, ପ୍ରେମୀମାନେ ଏକାଠି ହୁଅନ୍ତି ଏବଂ କିଛି ସୁନ୍ଦର ସମୟ ଏବଂ ସୁନ୍ଦର ମୁହୂର୍ତ୍ତ ଏକାଠି ଵିତାନ୍ତି । ସମଗ୍ର ବିଶ୍ୱରେ ପ୍ରେମୀଯୁଗଳଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦିନ ।
ଭଲ ପାଉଥିବା ସାଥୀକୁ ଆପଣାର କରିବା ପାଇଁ ସମସ୍ତେ ଏହି ଦିନଟିକୁ ଅନାଇଥାନ୍ତି । ପ୍ରେମ ସପ୍ତାହର ଶେଷ ଦିନ ବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ ହେଉଛି ଆଜି । ଅନ୍ୟ ସମସ୍ତ ଦିନକୁ କେହି ମାନନ୍ତୁ ବା ନ ମାନନ୍ତୁ ଭାଲେଣ୍ଟାଇନସ୍‌ ଡେ’ କୁ କିନ୍ତୁ ଅଧିକରୁ ଅଧିକାଂଶ ପ୍ରେମୀଯୁଗଳ ମାନିଥାନ୍ତି । ବଡ଼ ଧୁମ୍‌ଧାମରେ ପାଳନ କରିଥାନ୍ତି ଏହି ଦିନ ଟିକୁ । ଏହି ଦିନ ନିଜ ମନ କଥା ଖୋଲା ଖୋଲି ଭାବେ କହିଥାଏ ସାଥୀ ।


ଭାଲେଣ୍ଟାଇନ୍ ଡେ ଅବସରରେ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁନ୍ଦର୍ଶନ ପଟ୍ଟନାୟକ । ବାଲୁକା କଳାରେ ପ୍ରେମ ଦିବସର ଶୁଭେଚ୍ଛା ଜଣାଇବା ସହ ସୁନ୍ଦର ବାର୍ତ୍ତା ବି ଦେଇଛନ୍ତି । ଭାଲେଣ୍ଟାଇନ ଡେ’ରେ ସେ ଦେଶକୁ ଭଲ ପାଇବା ପାଇଁ ବାର୍ତ୍ତା ଦେଇଛନ୍ତି । ବାଲିକେ ଲେଖିଛନ୍ତି, ଆଇ ଲଭ୍ ମାଇଁ ଇଣ୍ଡିଆ ।

15 thoughts on “ଆଜି ଭାଲେଣ୍ଟାଇନ୍ ଡେ : ବାଲୁକା କଳାରେ ଭାଲେଣ୍ଟାଇନ୍ ଡେ’ ଶୁଭେଚ୍ଛା

  1. I have been exploring for a little for any high-quality articles or blog
    posts in this kind of area . Exploring in Yahoo
    I ultimately stumbled upon this website. Studying this info So i’m happy to express that I have a
    very good uncanny feeling I found out just what I needed.
    I so much certainly will make sure to do not disregard this website and
    give it a look on a constant basis.

  2. Hey there! This is kind of off topic but I need some guidance from
    an established blog. Is it tough to set up your own blog?
    I’m not very techincal but I can figure things out pretty quick.
    I’m thinking about making my own but I’m not
    sure where to begin. Do you have any points or suggestions?
    Appreciate it

  3. When someone writes an paragraph he/she maintains the image of a user in his/her brain that how a user can understand it.
    Therefore that’s why this article is amazing. Thanks!

  4. I’m extremely impressed together with your writing talents as
    neatly as with the layout for your blog. Is that this a paid
    subject matter or did you modify it your self?
    Either way keep up the excellent high quality writing, it’s uncommon to peer a
    nice weblog like this one today..

  5. We’re a group of volunteers and opening a new scheme in our community.
    Your website offered us with valuable info to work
    on. You’ve done an impressive job and our whole community will be thankful to you.

Leave a Reply

Your email address will not be published.