ଭାରତ-ବ୍ରିଟେନ୍ ମଧ୍ୟରେ ହୋଇପାରେ ମୁକ୍ତ ବ୍ୟାପାର ବୁଝାମଣା !

India-UK free trade agreement (FTA) could be ready by Diwali

ଭାରତ ଓ ବ୍ରିଟେନ୍ ମଧ୍ୟରେ ବଡ଼ ବ୍ୟବସାୟିକ ବୁଝାମଣା ହେବାକୁ ଯାଉଛି । ଦିପାବଳୀ ସୁଦ୍ଧା ଭାରତ ଓ ବ୍ରିଟେନ୍ ମଧ୍ୟରେ ମୁକ୍ତ ବ୍ୟାପାର ବୁଝାମଣା ହୋଇପାରେ ବୋଲି ବ୍ରିଟେନ୍ ଗସ୍ତରେ ଥିବା ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି |

। ବିଗତ ଦିନରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଭାରତ ଗସ୍ତରେ ଆସିଥିଲେ । ସେହି ସମୟରେ ଉଭୟ ଦେଶ ମଧ୍ୟରେ ବୁଝାମଣାକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଥିଲା । ଗୋୟଲ କହିଛନ୍ତି ଯେ, ଯେଭଳି ଭାବରେ ଉଭୟ ଦେଶର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ଚାଲିଛି, ଏହାକୁ ଦେଖି କୁହାଯାଇପାରିବ ଯେ ଖୁବଶୀଘ୍ର ବ୍ୟବସାୟିକ ବୁଝାମଣା ହେବ |

ପୀୟୁଷ ଗୋୟଲ ଡାଭୋସରେ ବିଶ୍ୱ ଆଥିର୍କ ମକ୍ଟକ୍ଟ୍ରର ବାର୍ଷିକ ବୈଠକରେ ସାମିଲ ହେବା ପରେ ଲଣ୍ଡନ ପହଞ୍ଚିଛନ୍ତି, ସେଠାରେ ସେ ଏଫଟିଏର ୪ର୍ଥ ପର୍ଯ୍ୟାୟର ବୈଠକ ପୂର୍ବରୁ ହିତଧାରକ ଓ ବ୍ୟବସାୟୀ ଜବରତ ବଡ଼ ବଡ଼ ଲୋକଙ୍କ ସହିତ କଥା ହେବେ । ଏହି ଆଲୋଚନା ଆସନ୍ତା ଜୁନ ୧୩ ତାରିଖରେ ବ୍ରିଟେନ୍‌ରେ ଆୟୋଜନ ହେବାକୁ ଯାଉଛି ।

1 thought on “ଭାରତ-ବ୍ରିଟେନ୍ ମଧ୍ୟରେ ହୋଇପାରେ ମୁକ୍ତ ବ୍ୟାପାର ବୁଝାମଣା !

Leave a Reply

Your email address will not be published.