ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଭାରଉତ୍ତୋଳନରେ ପ୍ରଥମ ପଦକ

India’s first medal in weightlifting at the Commonwealth game

ଇଂଲଣ୍ଡର ବର୍ମିଂହାମରେ ଖେଳାଯାଉଥିବା ୨୨ତମ କମନୱେଲଥ୍ ଗେମର ଆଜି ଦ୍ୱିତୀୟ ଦିନ । ରୌପ୍ୟ ପଦକ ସହ ଆଜି ଖାତା ଖୋଲିଛି ଭାରତ । ଭାରତକୁ ଏହି ପ୍ରଥମ ମେଡାଲ ଦେଇଛନ୍ତି ଷ୍ଟାର ଭାରୋତ୍ତଳକ ସଙ୍କେତ ମହାଦେବ ସରଗର । ସେ ୫୫ କେଜି ଇଭେଣ୍ଟର ଫାଇନାଲରେ ଏହି ଉପଲବଧି ପାଇଛନ୍ତି । ସଙ୍କେତ ଦ୍ୱିତୀୟ ରାଉଣ୍ଡର ଷଷ୍ଠ ପ୍ରୟାସରେ ୨୨୮ କିଲୋ ଗ୍ରାମ ଓଜନ ଉଠାଇ ସିଲଭର ମେଡାଲ ଜିତିଛନ୍ତି । ସେ ତାଙ୍କ ଶେଷ ପ୍ରୟାସରେ ଆଘାତ ହୋଇ ଅଳ୍ପକେ ସ୍ଵର୍ଣ୍ଣପଦକ ହାତଛଡା କରିଥିଲେ I

1 thought on “ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଭାରଉତ୍ତୋଳନରେ ପ୍ରଥମ ପଦକ

Leave a Reply

Your email address will not be published.