ଟି-୨୦ ବିଶ୍ୱକପ ଟିମ୍ରେ ନାହାନ୍ତି ମହମ୍ମଦ ଶାମି!
Mohammad Shami is not in the T20 World Cup team!

Translation results
ଇଣ୍ଡିଆ ଏବେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଉପରେ ଫୋକସ କରିଛି। ଇଂଲଣ୍ଡ ସହ ଦଳ ଗୋଟିଏ ଟେଷ୍ଟ ମ୍ୟାଚ୍ ସହ ଦିନିକିଆ ଓ ଟି-୨୦ ସିରିଜ ଖେଳିବ। ଚଳିତ ବର୍ଷ ଟି-୨୦ ବିଶ୍ୱକପ ପୂର୍ବରୁ ଭାରତ ହାତରେ ଆଉ ଖୁବକମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ସୁଯୋଗ ରହିଛି।ତେଣୁ ବିସିସିଆଇ ଚୟନ କମିଟି ସବୁ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରଖିଛି।
ଟି-୨୦ ବିଶ୍ୱକପ ଟିମ୍ରେ ସାମିଲ ହେବା ପାଇଁ ଶାମି ଆଦୌ ଫିଟ ହେଉ ନଥିବାରୁ ତାଙ୍କ ବିସିସିଆଇ ଚୟନ କମିଟି ନିଜ ରାଡାରରେ ରଖିନାହିଁ। କିନ୍ତୁ ବିସିସିଆଇ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଦ୍ରୁତ ବୋଲର ମହମ୍ମଦ ଶାମି ଟି-୨୦ ବିଶ୍ୱକପ ଖେଳିବା ଦୌଡ଼ରେ ନାହାନ୍ତି। ବିସିସିଆଇ ତାଙ୍କ ଉପରେ ଆଦୌ ନଜର ରଖି ନାହିଁ।