ଅଶାନ୍ତ ଆଫଗାନିସ୍ତାନରେ ତାଲିବାନର ଆତଙ୍କ

Taliban terror in turbulent Afghanistan

Taliban terror in turbulent Afghanistan

Taliban terror in turbulent Afghanistan

ଆଫଗାନିସ୍ତାନ ରାଜଧାନୀ କାବୁଲ ନିକଟରେ ତାଲିବାନ । ଯେ କୌଣସି ମୁହୂର୍ତ୍ତରେ ସହରକୁ କବଜା କରିବାର ରହିଛି ସମ୍ଭାବନା । ପଲ-ଇ-ଆଲାମ ସହରକୁ ନିଜ ଦଖଲକୁ ନେଇଛି ତାଲିବାନ । ପରିସ୍ଥିତିକୁ ନେଇ ରାଷ୍ଟ୍ରପତି ଅଶରଫ ଘନିଙ୍କ ଚିନ୍ତା ବଢ଼ିଗଲାଣି । ସେପଟେ ଅମାନବୀୟ ଆକ୍ରମଣ ବନ୍ଦ କରିବା ଲାଗି ତାଲିବାନକୁ ନିର୍ଦ୍ଦେଶ ଦେଇଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ । ସାମରିକ ବଳ ଜରିଆରେ କ୍ଷମତା ଦଖଲ ନୈତିକତା ବିରୋଧୀ ଏହଂ ଦେଶରେ ଗୃହଯୁଦ୍ଧ ସ୍ଥିତି ସୃଷ୍ଟି ହେବ ବୋଲି ସେ କହିଛନ୍ତି । ସେପଟେ କାବୁଲରୁ ଆମେରିକା ସମେତ ଅନ୍ୟ ଦେଶଗୁଡିକର ରାଷ୍ଟ୍ରଦୂତ ମାନେ ଦୂତବାସ ଛାଡିଦେଲେଣି । ଲାଗୁଛି ଆଉ କିଛି ଦିନ ଭିତରେ କାବୁଲକୁ ନିଜ ଅକ୍ତିଆରକୁ ନେଇଯିବ ତାଲିବାନ । ମୋଟ୍ ୩୪ଟି ପ୍ରାନ୍ତରୁ ୧୮ଟି କବଜା କରିସାରିଲାଣି ତାଲିବାନ ସେନା ।

ବନ୍ଧୁକ ଦେଖାଇ, ହିଂସାକାଣ୍ଡ ଭିଆଇ ଆତଙ୍କ ଖେଳାଇ ଚାଲିଛି ତାଲିବାନ । ଫଳରେ ଆଫଗାନିସ୍ତାନର ସମସ୍ତ ସରକାରୀ କର୍ମଚାରୀ ଓ ପୋଲିସ ମୁଖ୍ୟ ତାଲିବାନ ନିକଟରେ ଆତ୍ମସମର୍ପଣ କରିଛନ୍ତି । ତାଲିବାନ ବିଶେଷ କରି ମହିଳା ଓ ସାମ୍ବାଦିକଙ୍କୁ ଟାର୍ଗେଟ କରୁଛି । ୧୫ ବର୍ଷରୁ ଅଧିକ ଝିଅଙ୍କ ତାଲିକା ପ୍ରଦାନ କରିବା ଲାଗି ତାଲିବାନର ନିର୍ଦ୍ଦେଶ ପରେ ଦେଶରେ କୋକୁଆ ଭୟ ସୃଷ୍ଟି ହୋଇଛି । ସେପଟେ ତାଲିବାନ କାବୁଲର ଚାରିପଟେ ଘେରାବନ୍ଦୀ କରିସାରିଥିବା ବେଳେ ଶହ ଶହ ଶରଣାର୍ଥୀ ଜୀବନ ବିକଳରେ ସହର ଛାଡି ଚାଲିଯାଉଥିବା ଦେଖାଯାଉଛି । ବିଭିନ୍ନ ବିମାନବନ୍ଦରର ସୁରକ୍ଷା ଲାଗି ୩ ହଜାର ଆମେରିକୀୟ ସୈନ୍ୟଙ୍କୁ ମୁତୟନ କରାଯାଉଛି । ଏହାରି ଭିତରେ ବ୍ରିଟେନ, ଜର୍ମାନୀ, ଡେନମାର୍କ ଓ ସ୍ପେନ ନିଜ ନିଜର ଦୂତାବାସ କର୍ମଚାରୀଙ୍କୁ ପ୍ରତ୍ୟାହାର କରି ନେଇଛି । ତାଲିବାନୀ ସେନାର ନିର୍ଯାତନାରେ ଅତିଷ୍ଠ ହୋଇ ଲୋକେ ଆଫଗାନିସ୍ତାନ ଛାଡି ପାକିସ୍ତାନ ଓ କାଜକିସ୍ତାନ ସୀମାରେ ଅନାଇ ରହିଛନ୍ତି । ୧୨ ବର୍ଷରୁ ଉଦ୍ଧ୍ୱର୍ ଝିଅମାନଙ୍କୁ ତାଲିବାନୀ ଯୌନଦାସୀ ବନାଉଥିବା ନେଇ ଅଭିଯୋଗ ହେଉଛି ।

19 thoughts on “ଅଶାନ୍ତ ଆଫଗାନିସ୍ତାନରେ ତାଲିବାନର ଆତଙ୍କ

  1. This design is steller! You certainly know how to keep a reader
    amused. Between your wit and your videos, I was almost moved to start
    my own blog (well, almost…HaHa!) Fantastic
    job. I really loved what you had to say, and more than that,
    how you presented it. Too cool!

  2. We are a group of volunteers and opening a brand new
    scheme in our community. Your web site provided us with valuable information to work on. You have done an impressive task and our whole community will probably be thankful
    to you.

  3. When I originally commented I clicked the “Notify me when new comments are added” checkbox and now each time a
    comment is added I get four emails with the same comment. Is
    there any way you can remove me from that service? Thanks
    a lot!

  4. you’re in reality a good webmaster. The website loading pace is amazing.

    It kind of feels that you’re doing any distinctive trick. Also, The contents are masterwork.
    you’ve performed a fantastic job in this subject!

  5. Good day very nice blog!! Man .. Beautiful .. Superb .. I will bookmark your website and take the feeds also…I am satisfied to search out numerous helpful information right here in the submit, we need develop more techniques in this regard, thank you for sharing.

  6. Hello, Neat post. There’s a problem with your web site in web explorer, might check this… IE nonetheless is the marketplace leader and a good element of other people will leave out your great writing due to this problem.

  7. I will immediately clutch your rss as I can’t to find your email subscription link or e-newsletter service. Do you have any? Kindly allow me recognise so that I may just subscribe. Thanks.

Leave a Reply

Your email address will not be published.