ଅଶାନ୍ତ ଆଫଗାନିସ୍ତାନରେ ତାଲିବାନର ଆତଙ୍କ
Taliban terror in turbulent Afghanistan

Taliban terror in turbulent Afghanistan
ଆଫଗାନିସ୍ତାନ ରାଜଧାନୀ କାବୁଲ ନିକଟରେ ତାଲିବାନ । ଯେ କୌଣସି ମୁହୂର୍ତ୍ତରେ ସହରକୁ କବଜା କରିବାର ରହିଛି ସମ୍ଭାବନା । ପଲ-ଇ-ଆଲାମ ସହରକୁ ନିଜ ଦଖଲକୁ ନେଇଛି ତାଲିବାନ । ପରିସ୍ଥିତିକୁ ନେଇ ରାଷ୍ଟ୍ରପତି ଅଶରଫ ଘନିଙ୍କ ଚିନ୍ତା ବଢ଼ିଗଲାଣି । ସେପଟେ ଅମାନବୀୟ ଆକ୍ରମଣ ବନ୍ଦ କରିବା ଲାଗି ତାଲିବାନକୁ ନିର୍ଦ୍ଦେଶ ଦେଇଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ । ସାମରିକ ବଳ ଜରିଆରେ କ୍ଷମତା ଦଖଲ ନୈତିକତା ବିରୋଧୀ ଏହଂ ଦେଶରେ ଗୃହଯୁଦ୍ଧ ସ୍ଥିତି ସୃଷ୍ଟି ହେବ ବୋଲି ସେ କହିଛନ୍ତି । ସେପଟେ କାବୁଲରୁ ଆମେରିକା ସମେତ ଅନ୍ୟ ଦେଶଗୁଡିକର ରାଷ୍ଟ୍ରଦୂତ ମାନେ ଦୂତବାସ ଛାଡିଦେଲେଣି । ଲାଗୁଛି ଆଉ କିଛି ଦିନ ଭିତରେ କାବୁଲକୁ ନିଜ ଅକ୍ତିଆରକୁ ନେଇଯିବ ତାଲିବାନ । ମୋଟ୍ ୩୪ଟି ପ୍ରାନ୍ତରୁ ୧୮ଟି କବଜା କରିସାରିଲାଣି ତାଲିବାନ ସେନା ।
ବନ୍ଧୁକ ଦେଖାଇ, ହିଂସାକାଣ୍ଡ ଭିଆଇ ଆତଙ୍କ ଖେଳାଇ ଚାଲିଛି ତାଲିବାନ । ଫଳରେ ଆଫଗାନିସ୍ତାନର ସମସ୍ତ ସରକାରୀ କର୍ମଚାରୀ ଓ ପୋଲିସ ମୁଖ୍ୟ ତାଲିବାନ ନିକଟରେ ଆତ୍ମସମର୍ପଣ କରିଛନ୍ତି । ତାଲିବାନ ବିଶେଷ କରି ମହିଳା ଓ ସାମ୍ବାଦିକଙ୍କୁ ଟାର୍ଗେଟ କରୁଛି । ୧୫ ବର୍ଷରୁ ଅଧିକ ଝିଅଙ୍କ ତାଲିକା ପ୍ରଦାନ କରିବା ଲାଗି ତାଲିବାନର ନିର୍ଦ୍ଦେଶ ପରେ ଦେଶରେ କୋକୁଆ ଭୟ ସୃଷ୍ଟି ହୋଇଛି । ସେପଟେ ତାଲିବାନ କାବୁଲର ଚାରିପଟେ ଘେରାବନ୍ଦୀ କରିସାରିଥିବା ବେଳେ ଶହ ଶହ ଶରଣାର୍ଥୀ ଜୀବନ ବିକଳରେ ସହର ଛାଡି ଚାଲିଯାଉଥିବା ଦେଖାଯାଉଛି । ବିଭିନ୍ନ ବିମାନବନ୍ଦରର ସୁରକ୍ଷା ଲାଗି ୩ ହଜାର ଆମେରିକୀୟ ସୈନ୍ୟଙ୍କୁ ମୁତୟନ କରାଯାଉଛି । ଏହାରି ଭିତରେ ବ୍ରିଟେନ, ଜର୍ମାନୀ, ଡେନମାର୍କ ଓ ସ୍ପେନ ନିଜ ନିଜର ଦୂତାବାସ କର୍ମଚାରୀଙ୍କୁ ପ୍ରତ୍ୟାହାର କରି ନେଇଛି । ତାଲିବାନୀ ସେନାର ନିର୍ଯାତନାରେ ଅତିଷ୍ଠ ହୋଇ ଲୋକେ ଆଫଗାନିସ୍ତାନ ଛାଡି ପାକିସ୍ତାନ ଓ କାଜକିସ୍ତାନ ସୀମାରେ ଅନାଇ ରହିଛନ୍ତି । ୧୨ ବର୍ଷରୁ ଉଦ୍ଧ୍ୱର୍ ଝିଅମାନଙ୍କୁ ତାଲିବାନୀ ଯୌନଦାସୀ ବନାଉଥିବା ନେଇ ଅଭିଯୋଗ ହେଉଛି ।
This design is steller! You certainly know how to keep a reader
amused. Between your wit and your videos, I was almost moved to start
my own blog (well, almost…HaHa!) Fantastic
job. I really loved what you had to say, and more than that,
how you presented it. Too cool!
We are a group of volunteers and opening a brand new
scheme in our community. Your web site provided us with valuable information to work on. You have done an impressive task and our whole community will probably be thankful
to you.
When I originally commented I clicked the “Notify me when new comments are added” checkbox and now each time a
comment is added I get four emails with the same comment. Is
there any way you can remove me from that service? Thanks
a lot!
There is definately a great deal to find out about this subject. I really like all the points you have made.|
you’re in reality a good webmaster. The website loading pace is amazing.
It kind of feels that you’re doing any distinctive trick. Also, The contents are masterwork.
you’ve performed a fantastic job in this subject!
I every time emailed this blog post page to all my contacts, as if like to read it next my friends will too.|
Good day very nice blog!! Man .. Beautiful .. Superb .. I will bookmark your website and take the feeds also…I am satisfied to search out numerous helpful information right here in the submit, we need develop more techniques in this regard, thank you for sharing.
I conceive you have mentioned some very interesting details , appreciate it for the post.
Rattling nice style and design and fantastic subject material , very little else we want : D.
I gotta favorite this web site it seems very useful invaluable
great issues altogether, you just won a emblem new reader. What might you suggest in regards to your post that you made some days in the past? Any sure?
You have brought up a very wonderful details , thankyou for the post.
Hello, Neat post. There’s a problem with your web site in web explorer, might check this… IE nonetheless is the marketplace leader and a good element of other people will leave out your great writing due to this problem.
I will immediately clutch your rss as I can’t to find your email subscription link or e-newsletter service. Do you have any? Kindly allow me recognise so that I may just subscribe. Thanks.
Simply wanna remark that you have a very nice site, I the design it really stands out.
I used to be recommended this website by my cousin. I’m now not sure whether this put up is written via him as no one else understand such exact approximately my problem.
You are incredible! Thanks!
I have read several just right stuff here. Certainly price bookmarking
for revisiting. I wonder how much attempt you put to create one of these
excellent informative website.
For latest news you have to go to see internet and
on world-wide-web I found this web page as a
most excellent site for most recent updates.