ମୃତସାମ୍ବାଦିକଙ୍କ ପରିବାରକୁ ୫ଲକ୍ଷର ସହାୟତା ରାଶି ପ୍ରଦାନ କରିବେ କେନ୍ଦ୍ରସରକାର

କରୋନା ରେ କବଳିତ ହୋଇ ଅନେକ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି | କରୋନା ଭାଇରସରେ ସାରା ଦେଶରେ ପ୍ରାଣ ହରାଇଥିବା ସାମ୍ବାଦିକ ମାନଙ୍କୁ କେନ୍ଦ୍ର ସରକାର ସାହାଯ୍ୟ କରିବେ ।କେନ୍ଦ୍ର ସରକାର ପ୍ରେସ ଇନଫରମେସନ ବ୍ୟୁରୋର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ସୋମବାର ଜେଡବ୍ଲୁସି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।କମିଟିର ଜଣେ ସଦସ୍ୟ କହିଛନ୍ତି ଯେ ଖୁବ ଶୀଘ୍ର କରୋନା ଭାଇରସ ଯୋଗୁଁ ନିହତ ୩୯ ସାମ୍ବାଦିକଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯିବ ।

2 thoughts on “ମୃତସାମ୍ବାଦିକଙ୍କ ପରିବାରକୁ ୫ଲକ୍ଷର ସହାୟତା ରାଶି ପ୍ରଦାନ କରିବେ କେନ୍ଦ୍ରସରକାର

  1. 825853 448832This internet web site is often a walk-through rather than the details you wanted about it and didnt know who ought to. Glimpse here, and you will undoubtedly discover it. 829266

Leave a Reply

Your email address will not be published.