ରାଜ୍ୟରେ ମୌସୁମୀ ବର୍ଷା ଜାରି, ଆଉ ସପ୍ତାହେ ଭୀଷଣ ବର୍ଷିବ
The monsoon continues in the state, with heavy rains for the rest of the week

ଦେଢ଼ସ ପ୍ତାହ ହେଲା ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଥିବା ବେଳେ ଆହୁରି ସପ୍ତାହେ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ। ଦୁଇ ଦୁଇଟି ଲଘୁଚାପ ପ୍ରଭାବରେ ଆସନ୍ତା ୧୭ ତାରିଖ ଯାଏ କେତେକ ସ୍ଥାନରେ ମଧ୍ୟମ ଓ ଅନ୍ୟ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ, ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ରହିଥିବା ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ଆଭ୍ୟନ୍ତର ଓ ଉପକୂଳ ଓଡ଼ିଶାର କିଛି କିଛି ଜିଲ୍ଲାରେ ଆଜି ବର୍ଷା ହୋଇଯାଇଛି।
ଲଘୁଚାପବଳୟ ସହ ଜଡ଼ିତ ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୭.୬କିମି ଉଚ୍ଚତାରେ ରହିଥିବା ବେଳେ ଏହା ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି। ଅନ୍ୟପଟେ ମୌସୁମୀ ଟ୍ରଫ୍-ଲାଇନ୍ ଏବେ ଦକ୍ଷିଣ ଉପକୂଳ ଓଡ଼ିଶା ଉପରିସ୍ଥ ଲଘୁଚାପ ବଳୟର କେନ୍ଦ୍ର ଦେଇ ଗତି କରୁଛି। ପାଣିପାଗର ଏହିସବୁ ନିୟାମକ ପ୍ରଭାବରେ ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିବ। ଖାଲି ସେତିକି ନୁହେଁ, ଆସନ୍ତା ୧୫ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ସହ ଧୀରେଧୀରେ ବର୍ଷାର ବିସ୍ତୃତି ବଢ଼ିବ। ପାଣିପାଗ କେନ୍ଦ୍ର କହିଛି, ଆଜି କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସୋନପୁର, ସମ୍ବଲପୁର, ପୁରୀ, ଜଗତସିଂହପୁର, ଅନୁଗୁଳ ଓ କଟକ ଆଦି ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ।
ସେହିଭଳି ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ଗଜପତି ଆଦି ଜିଲ୍ଲାରେ ୧୨ତାରିଖ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଅବଶିଷ୍ଟ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। ୧୫ ତାରିଖ ଯାଏ ଏହି ଭଳି ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି।
Eczacı bu çalımaları denetler ve koordine eder. lerde deneme amaçlı saç ve cilt analizi/bakımı gibi uygulamalar, alanında uzmanlık
belgesi olan personel tarafından gerçekletirilir.
alanların görebileceği ekilde asılır. ı stajyer eczacıların yetitirilmeleri konusunda eğitici olarak katkıda bulunur.
Bu.
Sağlık ve Sosyal Hizmetler Dernekleri Federasyonu Uluslararası Hasta Güvenliği ve Sağlık
Finansmanı Araştırmaları Merkezi ile Sağlıkta Kalite ve
Akreditasyon Derneği tarafından, Sosyal Güvenlik
Kurumu, T.C Sağlık Bakanlığı ve Sağlık Bilimleri Üniversitesi desteği ile 22- tarihleri
arasında Antalya da ” rarası Hasta Güvenliği ve Sağlık.