ବାଂଲାଦେଶର ଶ୍ରୀଲଙ୍କା ଭଳି ସ୍ଥିତି

The status of Bangladesh is now similar like Sri Lanka

Garment workers walk to their factories in Dhaka, Bangladesh, April 1, 2015. The battle of “the two ladies,” Prime Minister Sheikh Hasina and opposition leader Khaleda Zia, has led to over 100 deaths and hurt the crucial garment industry. (Allison Joyce/The New York Times)

ଶ୍ରୀଲଙ୍କା ପରେ ଭାରତର ଆଉ ଗୋଟିଏ ପଡୋଶୀ ବର୍ତ୍ତମାନ ଅର୍ଥନୈତିକ ସଙ୍କଟ ଦେଇଗତିକରୁଛି । ମାତ୍ର ୧୬ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ରାଷ୍ଟ୍ର ହେଉଛି ବାଂଲାଦେଶ । ବିଶ୍ୱରେ ୪୧ ତମ ସ୍ଥାନରେ ରହିଛି ବାଂଲାଦେଶର ଅର୍ଥବ୍ୟବସ୍ଥା । ତେବେ ବର୍ତ୍ତମାନ ଦେଶରେ ଆର୍ଥିକ ସଙ୍କଟ ବଢିବାରେ ଲାଗିଛି । ବାଂଲାଦେଶ ସେହି ଦେଶମାନଙ୍କ ତାଲିକାରେ ସାମିଲ ହୋଇଛି ଯେଉଁ ମାନେ ଆର୍ଥିକସଙ୍କଟ ଦେଇ ଗତିକରୁଛନ୍ତି । ସେଠାକାର ଅର୍ଥମନ୍ତ୍ରୀ ଅନ୍ତରାଷ୍ଟ୍ରାୟ ମୁଦ୍ରା ପାଣ୍ଠିରୁ ୪.୫ ଅରବ ଡଲାରର ଋଣ ମାଗିଥିବା ଜଣାପଡିଛି । କିଛି ସମୟ ପୂର୍ବରୁ ଆଇଏମଏଫ କହିଥିଲା ଜିଡିପି ତୁଳନା କଲେ ଭାରତଠାରୁ ଆଗରେ ରହିଛି ବାଂଲାଦେଶ । ତେବେ ବର୍ତ୍ତମାନର ସ୍ଥିତି ଏଭଳି ରହିଛି ଯେ, ଏହା ଘୋର ଆର୍ଥିକସଙ୍କଟ ଦେଇ ଗତିକରୁଛି । ବଙ୍ଗଳାଦେଶରେ ଶ୍ରୀଲଙ୍କା ଭଳି ସ୍ଥିତି ଯେପରି ନ ହୁଏ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ରହିଛି ।

Leave a Reply

Your email address will not be published.